ସାନିଟାଇଜର୍‌ ନାଁରେ ବିକୁଛନ୍ତି ବିଷ : ଚର୍ମରୋଗର ଶିକାର ହେଉଛନ୍ତି ଲୋକେ

ଭୁବନେଶ୍ବର : ରାଜଧାନୀ ରାସ୍ତାକଡ଼ରେ ସାନିଟାଇଜର୍‌ ନାଁରେ ବିକ୍ରି ହେଉଛି ବିଷ। ଶସ୍ତା ସାନିଟାଇଜର୍‌ କିଣି ଲୋକେ ଚର୍ମରୋଗର ଶିକାର ହେଉଛନ୍ତି। ରାସ୍ତାରେ କମ୍‌ ଦାମରେ ବିକ୍ରି ହେଉଥିବା ଏଭଳି ଏକ ସାନିଟାଇଜର୍ ବ୍ୟବହାର କରି ମଞ୍ଚେଶ୍ବର ଅଞ୍ଚଳର ଜଣେ ଯୁବକ ଚର୍ମରୋଗର ଶିକାର ହୋଇଛନ୍ତି। ତେବେ ଏହା କେବଳ ଗୋଟିଏ ମାତ୍ର ଉଦାହରଣ, ଏମିତି ଆଉ ଅନେକ ଲୋକ ଏମିତି ନକଲି ତଥା ଶସ୍ତା ସାନିଟାଇଜର୍‌ କିଣି ହୀନସ୍ତା … Continue reading ସାନିଟାଇଜର୍‌ ନାଁରେ ବିକୁଛନ୍ତି ବିଷ : ଚର୍ମରୋଗର ଶିକାର ହେଉଛନ୍ତି ଲୋକେ